ଜାତୀୟ

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତର ପ୍ରଥମ ବୁଲେଟ ଟ୍ରେନ ପାଇଁ ନିର୍ମିତ ସ୍ବତନ୍ତ୍ର ପ୍ରକାରର ଟ୍ରାକର ପ୍ରଥମ ଝଲକ ଦେଖାଇଛନ୍ତି

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତର ପ୍ରଥମ ବୁଲେଟ ଟ୍ରେନ ପାଇଁ ନିର୍ମିତ ସ୍ବତନ୍ତ୍ର ପ୍ରକାରର ଟ୍ରାକର ପ୍ରଥମ ଝଲକ ଦେଖାଇଛନ୍ତି। ସେ ତାଙ୍କ ଏକ୍ଦ ହ୍ୟାଣ୍ଡେଲରୁ ଏହି ସମ୍ବନ୍ଧୀୟ ଏକ ଭିଡିଓ ପୋଷ୍ଟ କରିଥିଲେ।

ଏଥିରେ ସେ ଦେଶର ପ୍ରଥମ ବାଲାଷ୍ଟଲେସ ଟ୍ରାକର ବୈଶିଷ୍ଟ୍ୟଗୁଡିକ ବ୍ୟାଖ୍ୟା କରିଥିଲେ। ଗୁଜରାଟ-ମୁମ୍ବାଇ ମଧ୍ୟରେ ନିର୍ମିତ ଏହି ଟ୍ରାକ ବିଷୟରେ ବିସ୍ତୃତ ସୂଚନା ଭିଡିଓରେ ଦିଆଯାଇଛି। ଏତଦ ବ୍ୟତୀତ ବୁଲେଟ ଟ୍ରେନ ଚାଲୁଥିବା ଦୃଶ୍ୟ ମଧ୍ୟ ଏଥିରେ ଆନିମେଟେଡ ଢଙ୍ଗରେ ଅନ୍ତର୍ଭୁକ୍ତ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com