ମନୋରଞ୍ଜନ

ଡିସେମ୍ବର ପହିଲାରେ ବମ୍ପର ରୋଜଗାର ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ୍‌

ଡିସେମ୍ବର ପହିଲାରେ ବମ୍ପର ରୋଜଗାର ସହି ଗ୍ରାଣ୍ଡ୍‌ ଓପେନିଂ କରିଥିବା ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ୍‌’। ନିକଟ‌ରେ ଏହି ସିନେମା ଶାହରୁଖ୍‌ ଖାନ୍‌ଙ୍କ ‘ପଠାନ୍‌’ ଓ ‘ଯବାନ’କୁ ପଛରେ ପକାଇଥିଲା।

ହେଲେ ଏବେ ଏହା ମାନ୍ଦା ପଡ଼ିଛି। ବକ୍ସ ଅଫିସ୍‌ରେ ଏକ ବଡ଼ ରେକର୍ଡ କରିବ ବୋଲି ଆଶା କରାଯାଉଥିବା ‘ଆନିମଲ୍‌’ ଧୀରେ ଧୀରେ କମ୍‌ ଆୟ କରିବାରେ ଲାଗିଛି। ୧୩ ଓ ୧୪ ଦିନ‌ ବା ଦ୍ବିତୀୟ ସପ୍ତାହରେ ସିନେମାଟି ଖୁବ୍ କମ୍‌ ବେପାର କରିବାରୁ ପ୍ରଶଂସକଙ୍କ ଆଶା ଧୂଳିସାତ୍‌ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com