Breaking NewsFeaturedଜାତୀୟ

ମହାରାଷ୍ଟ୍ର ନାଗପୁରରେ ଭୟଙ୍କର ବିସ୍ଫୋରଣ

ମହାରାଷ୍ଟ୍ର ନାଗପୁରରେ ଭୟଙ୍କର ବିସ୍ଫୋରଣ । ଏକ ସୋଲାର କମ୍ପାନିରେ ବିସ୍ଫୋରଣ ଘଟିବା ଯୋଗୁ ୯ ଜଣ ପ୍ରାଣ ହରାଇଛନ୍ତି । ଅନେକ ଆହତ ହୋଇଥିବା ସୂଚନା ମିଳିଛି । ନାଗପୁରର ବଜରଗାଁସ୍ଥିତ ସୋଲାର ଇଣ୍ଡଷ୍ଟ୍ରିଜ ଇଣ୍ଡିଆ ଲିମିଟେଡ କାରଖାନାରେ ବିସ୍ଫୋରଣ ଘଟିଛି ।

ବିସ୍ଫୋରଣରେ କେତେକ କର୍ମଚାରୀ ଗୁରୁତର ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି । କୋଇଲା ବ୍ଲାଷ୍ଟିଂ ଲାଗି ବିସ୍ଫୋରକ ପ୍ୟାକିଂ ଚାଲିଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com