Featuredଜାତୀୟ

ଭାରତୀୟ ନୌସେନା ଜାହାଜକୁ ଆରବ ସାଗରରେ ଅପହରଣରୁ ରକ୍ଷା କରିଛି

ଭାରତୀୟ ନୌସେନା ମାଲ୍ଟା ଫ୍ଲାଗ ଲାଗିଥିବା ଏକ ମାଲ ପରିବହନ ଜାହାଜକୁ ଆରବ ସାଗରରେ ଅପହରଣରୁ ରକ୍ଷା କରିଛି।

ସୂଚନା ପାଇବା ପରେ ନୌସେନା ତୁରନ୍ତ ପଦକ୍ଷେପ ନେଇ ଏହାର ଗୋଟିଏ ସର୍ଭେଲାନ୍ସ ବିମାନ ଏବଂ ଯୁଦ୍ଧ ଜାହାଜ ପଠାଇଥିଲା। ମାଲ୍ଟା ଜାହାଜ ଉପରେ ନିରନ୍ତର ନଜର ରଖାଯାଇଥିଲା। ବର୍ତ୍ତମାନ ମାଲ୍ଟାର ଏହି ମାଲବାହୀ ଜାହାଜ ସୁରକ୍ଷିତ ଭାବେ ସୋମାଲିଆ ଉପକୂଳରେ ପହଞ୍ଚିଛି।

Related Articles

Back to top button
WP Twitter Auto Publish Powered By : XYZScripts.com