ମନୋରଞ୍ଜନ

ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ‘ଇଣ୍ଡିଆନ୍ ପୁଲିସ୍ ଫୋର୍ସ’ ଟିଜର

ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ‘ଇଣ୍ଡିଆନ୍ ପୁଲିସ୍ ଫୋର୍ସ’ ଟିଜର। ଆକ୍ସନ୍ ପ୍ୟାକ୍ ଥିବା ଏହି ୱେବ୍ ସିରିଜର୍ ଟିଜର ଆଜି ରିଲିଜ୍ ହୋଇଛି। ଟିଜରର ପ୍ରଥମ ଝଲକରେ ସିଦ୍ଧାର୍ଥ ମଲହୋତ୍ରା, ଶିଳ୍ପା ସେଟ୍ଟୀ ଏବଂ ବିବେକ ଓବ୍ରଏଙ୍କୁ ପୁଲିସ ଭୂମିକାରେ ନଜର ଆସିଛନ୍ତି।

ଏହି ୱେବ୍ ସିରିଜଟି ସମ୍ପୂର୍ଣ୍ଣ ରୂପେ ଭାରତୀୟ ପୁଲିସ ଅଧିକାରୀଙ୍କ ଉପରେ ଆଧାରିତ। ବିଶେଷ କରି ପୁଲିସ ବିଭାଗର କର୍ମଚାରୀଙ୍କ କାର୍ଯ୍ୟ ନିଷ୍ଠା ଏବଂ ତାଙ୍କ ଅବଦାନକୁ ଦର୍ଶାଯାଇଛି।

Related Articles

Back to top button