ଅନ୍ୟାନ୍ୟ

ଇଣ୍ଡିଆ ଆଲାଏନ୍ସ ବୈଠକ ପୂର୍ବରୁ ଜନତା ଦଳ ବିଧାୟକ ରିଙ୍କୁ ସିଂ ଏକ ଦାବି କରିଛନ୍ତି

ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଇଣ୍ଡିଆ ଆଲାଏନ୍ସ ବୈଠକ ପୂର୍ବରୁ ଜନତା ଦଳ ବିଧାୟକ ରିଙ୍କୁ ସିଂ ଏକ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ।

ଅନ୍ୟ କୌଣସି ଚେହେରା ନାହିଁ ଯିଏ ଭାରତକୁ ଜିତାଇ ପାରିବ। ତେଣୁ ବୈଠକରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷିତ କରାଯିବା ଉଚିତ୍‌ ବୋଲି ରିଙ୍କୁ କହିଛନ୍ତି। ସେ ଏକ ଭିଡିଓ ମାଧ୍ୟମରେ ଏହି ଦାବି କରିଛନ୍ତି।

Related Articles

Back to top button