ମନୋରଞ୍ଜନ

ବ୍ରିଜେଶ ତ୍ରିପାଠୀଙ୍କ ହୃଦଘାତରେ ପରଲୋକ ଦେହାନ୍ତ ହୋଇଛି

ଭୋଜପୁରୀର ପ୍ରସିଦ୍ଧ ଅଭିନେତା ବ୍ରିଜେଶ ତ୍ରିପାଠୀଙ୍କ ହୃଦଘାତରେ ପରଲୋକ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ୭୨ ବର୍ଷ ହୋଇଥିଲା। ବ୍ରିଜେଶଙ୍କ ପରଲୋକରେ ଭୋଜପୁରୀ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି।

ତାଙ୍କୁ ଭୋଜପୁରୀ ଇଣ୍ଡଷ୍ଟ୍ରିର ଭୀଷ୍ମ ପିତାମହ କୁହାଯାଉଥିଲା। ବ୍ରିଜେଶ ଅନେକ ବଡ ତାରକାଙ୍କ ସହ କାମ କରିଥିଲେ। ୪୬ ବର୍ଷ ଧରି ଭୋଜପୁରୀ ସିନେମାରେ ସକ୍ରିୟ ଥିଲେ। ମୁଖ୍ୟତଃ ଭୋଜପୁରୀ ଚଳଚ୍ଚିତ୍ରରେ ନକାରାତ୍ମକ ଚରିତ୍ରରେ ଅଭିନୟ କରିଥିଲେ।

Related Articles

Back to top button