ମନୋରଞ୍ଜନ

‘ସାଲାର୍‌’ର ଦ୍ବିତୀୟ ଟ୍ରେଲର ରିଲିଜ୍ ହୋଇସାରିଛି

ତେଲୁଗୁ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସାଲାର୍‌’ର ଦ୍ବିତୀୟ ଟ୍ରେଲର ରିଲିଜ୍ ହୋଇସାରିଛି। ଜୁଲାଇରେ ଟିଜର ରିଲିଜ୍ ହେବା ପରେ ଡିସେମ୍ବର ୧ରେ ଏହାର ପ୍ରଥମ ଟ୍ରେଲର ରିଲିଜ ହୋଇଥିଲା।

ଟ୍ରେଲରଟି ଦର୍ଶକଙ୍କୁ ପସନ୍ଦ ଆସିଥିବା ବେଳେ ଏବେ ଦ୍ବିତୀୟ ଟ୍ରେଲର ରିଲିଜ୍ କରିଛନ୍ତି ନିର୍ମାତ‌ା। ଏହା ପ୍ରଭାସଙ୍କ ପ୍ରଶଂସକଙ୍କ ଉତ୍ସାହ ବଢ଼ାଇ ଦେଇଛି।

Related Articles

Back to top button