Featuredଅନ୍ୟାନ୍ୟ

ବୁଧବାର, ବାଣିଜ୍ୟ ସପ୍ତାହର ତୃତୀୟ ଦିନରେ ଷ୍ଟକ ମାର୍କେଟରେ ଭୂକମ୍ପ ହୋଇଛି

ବୁଧବାର, ବାଣିଜ୍ୟ ସପ୍ତାହର ତୃତୀୟ ଦିନରେ ଷ୍ଟକ ମାର୍କେଟରେ ଭୂକମ୍ପ ହୋଇଛି। ବଜାର ଖୋଲିବା ମାତ୍ରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଥିଲା। କାରବାରର ଶେଷ ଘଣ୍ଟାରେ ହଠାତ ଶେୟାର ବଜାର ଭୁଶୁଡି ପଡିଥିଲା ।

ସେନସେକ୍ସ ପ୍ରାୟ ୮୦୦ ଅଙ୍କ ହ୍ରାସ ପାଇଛି। ଏହା ସହିତ ନିଫ୍ଟି ମଧ୍ୟ ୨୦୦ରୁ ଅଧିକ ଅଙ୍କ ହ୍ରାସ ପାଇଛି।

Related Articles

Back to top button