ଜାତୀୟ

ପରିବହନ କ୍ଷେତ୍ରରେ ପୁଣି ଥରେ ରେକର୍ଡ କଲା ପାରାଦୀପ ବନ୍ଦର

ପରିବହନ କ୍ଷେତ୍ରରେ ପୁଣି ଥରେ ରେକର୍ଡ କଲା ପାରାଦୀପ ବନ୍ଦର । ଭାରତର ସମସ୍ତ ପ୍ରମୁଖ ବନ୍ଦରକୁ ପଛରେ ପକାଇ ପଣ୍ୟ ପରିବହନ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି।

ଚଳିତ ଆର୍ଥିକ ବର୍ଷର ତିନିମାସ ପୂର୍ବରୁ ଏବଂ ଗତବର୍ଷର ୨୨ ଦିନ ପୂର୍ବରୁ ୧୦୦ ମିଲିୟନ ମେଟ୍ରିକ ଟନ ପଣ୍ୟ ପରିବହନ କରିବାରେ ସଫଳ ହୋଇଛି।ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧୪୫ ମିଲିୟନ ମେଟ୍ରିକ ଟନରୁ ଉର୍ଦ୍ଧ୍ବ ପଣ୍ୟ ପରିବହନ କରିବାର ଲକ୍ଷ୍ୟ ରଖିଛି ବନ୍ଦର। ଚଳିତବର୍ଷ କେବଳ ୬୪% ଆଇରନ କାରବାର କରିଛି ପାରାଦ୍ୱୀପ ବନ୍ଦର ।

Related Articles

Back to top button
WP Twitter Auto Publish Powered By : XYZScripts.com