ମନୋରଞ୍ଜନ

ଶାହାରୁଖ ଖାନ ଚଳିତ ବର୍ଷର ତୃତୀୟ ବ୍ଲକବଷ୍ଟର ଫିଲ୍ମ ଭେଟି ଦେବାକୁ ପ୍ରସ୍ତୁତ ହେଉଛନ୍ତି

ସୁପରଷ୍ଟାର ଶାହାରୁଖ ଖାନ ଚଳିତ ବର୍ଷର ତୃତୀୟ ବ୍ଲକବଷ୍ଟର ଫିଲ୍ମ ଭେଟି ଦେବାକୁ ପ୍ରସ୍ତୁତ ହେଉଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ୩ ଲକ୍ଷ ୬୪ ହଜାର ୪୮୭ ଟିକେଟ୍‌ ବୁକ ହୋଇସାରିଛି।

ଏହା ସହିତ ‘ଡଙ୍କି’ ରିଲିଜ୍‌ ପୂର୍ବରୁ ୧୦.୩୯ କୋଟି ଟଙ୍କା ରୋଜଗାର କରିଛି। ସୂଚନାଯୋଗ୍ୟ, ଡିସେମ୍ବର ୨୧ରେ ‘ଡଙ୍କି’ ସିନେମାଘରେ ମୁକ୍ତଲାଭ କରିବ।

Related Articles

Back to top button