ମନୋରଞ୍ଜନ

ଅଭିନେତ୍ରୀ କଙ୍ଗନା ରାଣାୱତ ଆଜିକାଲି ଖୁବ୍ ଚର୍ଚ୍ଚାରେ ଅଛନ୍ତି

ଅଭିନେତ୍ରୀ କଙ୍ଗନା ରାଣାୱତ ଆଜିକାଲି ଖୁବ୍ ଚର୍ଚ୍ଚାରେ ଅଛନ୍ତି । ବିଜେପିରେ ଯୋଗ ଦେଇଥିବା କଙ୍ଗନା ହିମାଚଳପ୍ରଦେଶ ମଣ୍ଡିରୁ ଲୋକସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି ।

ଏବେ କଙ୍ଗନା ୨.୪କୋଟି ମୂଲ୍ୟର ଏକ ଆକର୍ଷଣୀୟ କାର୍ କିଣିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କଙ୍ଗନାଙ୍କୁ ମୁମ୍ବାଇର ଏକ ସେଲୁନରୁ ବାହାରୁଥିବା ସମୟରେ ସ୍ପଟ୍ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com