ଓଡ଼ିଶା
କ୍ରିଫ୍ଟୋ କଏନ୍ ଠକେଇର ଗେମ୍ ପ୍ଲାନ୍ ରାଜଧାନୀରେ ହେଉଥିଲା
କ୍ରିଫ୍ଟୋ କଏନ୍ ଠକେଇର ଗେମ୍ ପ୍ଲାନ୍ ରାଜଧାନୀରେ ହେଉଥିଲା। ଏହି ରାକେଟ୍ର ମାଷ୍ଟରମାଇଣ୍ଡ ସାଜିଥିଲା ରବିନାରାୟଣ ପାଢ଼ୀ। ସେ ଚେନ୍ ସିଷ୍ଟମ ମାଧ୍ୟମରେ ଏକାଧିକ ପିଲାଙ୍କୁ ରଖି ମାସିକିଆ ଦରମା ଦେଉଥିଲା।
ସେମାନଙ୍କ କାମ ହେଲା ସହର ଏବଂ ଗଳିରେ ବୁଲି ଲୋକଙ୍କୁ ଏଥିରେ ଟଙ୍କା ଲଗାଇବା ପାଇଁ ପୋତ୍ସାହିତ କରିବା। ଠକଙ୍କ ଜାଲରେ ପଡ଼ି ଓଡ଼ିଶାରୁ ୨ହଜାରରୁ ଅଧିକ ଲୋକ ଠକାମିର ଶିକାର ହୋଇଛନ୍ତି। ଏହିଭଳି ସେ ୧୦୦କୋଟି ଟଙ୍କା ଠକେଇ କରିଥିବା ଜଣାପଡ଼ିଛି।