ଓଡ଼ିଶା

ସପ୍ତାହେ ଧରି ପ୍ରବଳ ଥଣ୍ଡାରେ କଲବଲ ହେଉଥିବା ବେଳେ ଓଡ଼ିୀଶାବାସୀଙ୍କୁ କାଲିଠାରୁ ତ୍ରାହି ମିଳିବ

ସପ୍ତାହେ ଧରି ପ୍ରବଳ ଥଣ୍ଡାରେ କଲବଲ ହେଉଥିବା ବେଳେ ଓଡ଼ିୀଶାବାସୀଙ୍କୁ କାଲିଠାରୁ ତ୍ରାହି ମିଳିବ । ପାରଦ ଉପରମୁହାଁ ହୋଇଥିବା ବେଳେ ଥଣ୍ଡା ମଧ୍ୟ କମିବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

ସପ୍ତାହେ ଧରି ଲାଗି ରହିଥିବା ଶୀତର ଲହରୀ ଦାଉରୁ କାଲିଠାରୁ ରକ୍ଷା ପାଇବେ ରାଜ୍ୟବାସୀ । ତେବେ ଶୀତ କମିବା ବେଳେ ୨୩ ଏବଂ ୨୪ ତାରିଖ ସକାଳେ ପ୍ରବଳ କୁହୁଡ଼ି ରହିବ ବୋଲି ସୂଚନା ଦିଆ ଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com