ସ୍ୱାସ୍ଥ୍ୟ

ବିଏସକେଓ୍ବାଇରେ ଯୋଡି ହେଲା ଅଧି୍କ ଘରୋଇ ହସ୍ପିଟାଲ

ବିଏସକେଓ୍ବାଇରେ ଯୋଡି ହେଲା ଅଧି୍କ ଘରୋଇ ହସ୍ପିଟାଲ। ୮୧୬ ସୁପର ସ୍ପେଶିଆଲିଟି ଘରୋଇ ହସ୍ପିଟାଲ ବିଏସକେଓ୍ବାଇରେ ଯୋଡି ହୋଇଛି। ଏଥିରେ ୧୬ଟି ପ୍ରମୁଖ ରାଜ୍ୟର ୧୬୦ଟି ଘରୋଇ ହସ୍ପିଟାଲ ଅଛି।

ବିଏସକେଓ୍ବାଇ ଲାଗୁ ହେବା ପରଠୁ ହସ୍ପିଟାଲରେ ରୋଗୀ ସଂଖ୍ୟା ୧୦୨ ପ୍ରତିଶତ ବୃଦ୍ଧି ପାଇଛି। ଡିସେମ୍ବର ୧୫ ତାରିଖ ସୁଦ୍ଧା ୧୨ ଲକ୍ଷ ୧୧ ହଜାର ରୋଗୀ ପାଇଛନ୍ତି ଚିକିତ୍ସା ସୁବିଧା। ଡିସେମ୍ବର ଶେଷ ସୁଦ୍ଧା ଏହା ୧୩ ଲକ୍ଷରେ ପହଞ୍ଚିବ ବୋଲି ଆଶା କରାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com