Breaking Newsଜାତୀୟ

ଚିନ୍ତା ବଢ଼ାଉଛି କୋଭିଡର ନୂଆ ସବ ଭାରିଆଣ୍ଟ ଜେଏନ-ଡଟ୍ୱାନ

ଚିନ୍ତା ବଢ଼ାଉଛି କୋଭିଡର ନୂଆ ସବ ଭାରିଆଣ୍ଟ ଜେଏନ-ଡଟ୍ୱାନ । ସାରା ଦେଶରେ ସକ୍ରିୟ କୋଭିଡ ସଂକ୍ରମିତଙ୍କ ସଂଖ୍ରା ୪ହଜାର ୫୪ରେ ପହଂଚିଛି । ଗତ ୨୪ଘଂଟାରେ ୬୨୮ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪ହଜାର ପାର କରିଛି ।

ଏହାସହ କେରଳର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରବିବାର ଦିନ ୬୫୬ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଶନିବାର ଦିନ ୭୫୨ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com