Featuredଓଡ଼ିଶା

ରାଜ୍ୟର କୃଷକମାନଙ୍କୁ ଫସଲ ଋଣ ପ୍ରଦାନ କ୍ଷେତ୍ରରେ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ୍‍ ସବୁଠାରୁ ଆଗରେ

ରାଜ୍ୟର କୃଷକମାନଙ୍କୁ ଫସଲ ଋଣ ପ୍ରଦାନ କ୍ଷେତ୍ରରେ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ୍‍ ସବୁଠାରୁ ଆଗରେ ଥିବାବେଳେ ଘରୋଇ ବ୍ୟାଙ୍କ୍‍ଗୁଡିକ ସବୁଠାରୁ ପଛରେ ପଡିଛନ୍ତି ।

ଗତ ସେପ୍ଟେମ୍ବର ଶେଷ ସୁଦ୍ଧା ପ୍ରଦାନ କୃଷକମାନଙ୍କୁ ପ୍ରଦାନ କରାଯାଇଥିବା ଏହି ଋଣ ମଧ୍ୟରୁ ଘରୋଇ ବ୍ୟାଙ୍କ୍‍ମାନେ ୮.୨ ପ୍ରତିଶତ ଦେଇଥିବାବେଳେ ସମବାୟ ବ୍ୟାଙ୍କ୍‍ ୪୫.୫୯ ପ୍ରତିଶତ ଋଣ ପ୍ରଦାନ କରିଛନ୍ତି ।

Related Articles

Back to top button