ମନୋରଞ୍ଜନ

ଶାହରୁଖ ଖାନଙ୍କ ‘ଡଙ୍କି’ ୨୯.୨ କୋଟି ଟଙ୍କା ରୋଜଗାର ସହିତ ଖାତା ଖୋଲିଥିଲା

ଶାହରୁଖ ଖାନଙ୍କ ‘ଡଙ୍କି’ ୨୯.୨ କୋଟି ଟଙ୍କା ରୋଜଗାର ସହିତ ଖାତା ଖୋଲିଥିଲା। ଚଳଚ୍ଚିତ୍ରଟି ଦ୍ୱିତୀୟ ଦିନରେ ୩୧.୧୦ କୋଟି ତୃତୀୟ ଦିନରେ ୨୦.୧୨ କୋଟି ଟଙ୍କା ରୋଜଗାର କରିପାରିଥିଲା।

କିନ୍ତୁ, ଚତୁର୍ଥ ଦିନରେ, ଫିଲ୍ମ ୨୫.୭୧ କୋଟି ଟଙ୍କା ରୋଜଗାର କରି ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏହା ସହିତ ‘ଡଙ୍କି’ର ମୋଟ ରୋଜଗାର୧୦୬ କୋଟିରେ ପହଞ୍ଚିଛି। ୧୦୦କୋଟି ଟଙ୍କା ଅତିକ୍ରମ କରିବାରେ ଶାହରୁଖ ଖାନଙ୍କ ‘ଡଙ୍କି’ ଅଭିନେତାଙ୍କ ଚତୁର୍ଥ ଫିଲ୍ମ ହୋଇଯାଇଛି।

Related Articles

Back to top button