ମନୋରଞ୍ଜନ

ମୁସେୱାଲାଙ୍କ ବାପା ବଲକୌର ସିଂହ ଫେସବୁକରେ ତାଙ୍କ ପତ୍ନୀ ଚରଣ କୌର ଆଇଭିଏଫ୍ ଚିକିତ୍ସା ମାଧ୍ୟମରେ ୫୮ ବର୍ଷ ବୟସରେ ପୁଣି ଥରେ ଜନନୀ ହୋଇଥିବା ନେଇ ସୂଚନା ଦେଇଛନ୍ତି।

ଗତ ଫେବ୍ରୁଆରି ମାସରେ ଖବର ଆସିଥିଲା ଯେ ସିଦ୍ଧୁ ମୁସେୱାଲା ନାମରେ ପରିଚିତ ସ୍ୱର୍ଗତ ପଞ୍ଜାବୀ ଗାୟକ ତଥା ରାପର୍ ଶୁଭଦୀପ ସିଂହ ସିଦ୍ଧୁଙ୍କ ପିତାମାତା ମାର୍ଚ୍ଚରେ ଏକ ସନ୍ତାନ ଲାଭ କରିବାକୁ ଯାଉଛନ୍ତି।

ଏବେ ତାହା ସତ ହୋଇଛି। ଏବେ ମୁସେୱାଲାଙ୍କ ବାପା ବଲକୌର ସିଂହ ଫେସବୁକରେ ତାଙ୍କ ପତ୍ନୀ ଚରଣ କୌର ଆଇଭିଏଫ୍ ଚିକିତ୍ସା ମାଧ୍ୟମରେ ୫୮ ବର୍ଷ ବୟସରେ ପୁଣି ଥରେ ଜନନୀ ହୋଇଥିବା ନେଇ ସୂଚନା ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com