ମନୋରଞ୍ଜନ

ସାୟାଜୀ ସିନ୍ଦେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି

ବଲିଉଡ ସିନେ ଇଣ୍ଡଷ୍ଟ୍ରିରୁ ଆସିଛି ଏକ ବଡ଼ ଖବର । ବଲିଉଡରୁ ସାଉଥ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ନିଜର ଯାଦୁ ଅଭିନୟର ଯାଦୁ ଦେଖାଇଥିବା ସାୟାଜୀ ସିନ୍ଦେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଖଳନାୟକ ତଥା ହାସ୍ୟ ଅଭିନେତା ଭଳି ବିଭିନ୍ନ ଚରିତ୍ରରେ ସେ ନିଜ ଅଭିନୟରେ ଦର୍ଶକଙ୍କୁ ନିଜର କରିବାରେ ସଫଳ ହୋଇଛନ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com