ମନୋରଞ୍ଜନ

ଆରଧ୍ୟା ଜେଜେବାପା ଅମିତାଭ ବଚ୍ଚନ , ଜେଜେମା’ ଜୟାବଚ୍ଚନ ଏବଂ ବାପା ଓ ମା’ଙ୍କୁ ଛାଡ଼ି ବିଦେଶ ଚାଲିଯିବେ

ଆରଧ୍ୟା ଜେଜେବାପା ଅମିତାଭ ବଚ୍ଚନ , ଜେଜେମା’ ଜୟାବଚ୍ଚନ ଏବଂ ବାପା ଓ ମା’ଙ୍କୁ ଛାଡ଼ି ବିଦେଶ ଚାଲିଯିବେ। ବିଦେଶ ଯିବାର କାରଣ ହେଉଛି ଆରଧ୍ୟା ତାଙ୍କର ଆଗାମୀ ପାଠପଢ଼ା ବିଦେଶରେ ହିଁ କରିବେ।

ସମ୍ପ୍ରତି ଆରଧ୍ୟା ଧୀରୁଭାଇ ଅମ୍ବାନି ସ୍କୁଲରେ ପାଠପଢ଼ୁଛନ୍ତି। ଚଳିତ ପରୀକ୍ଷା ଶେଷ ହେବା ପରେ ଆରଧ୍ୟା ୧୦ମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଯିବେ। ଏହାପରେ ସେ ଲଣ୍ଡନ ନଚେତ ନ୍ୟୁୟର୍କ‌ରେ ତାଙ୍କର ଆଗାମୀ ପାଠପଢ଼ା ପାଇଁ ଯୋଜନା ରଖିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com