ଜାତୀୟ

ବଲାଙ୍ଗୀର ଜିଲ୍ଲାରୁ ଆସିଛି ସରକାରୀ ବାବୁଙ୍କ ଦାଦାଗିରିର ଖବର

ବଲାଙ୍ଗୀର ଜିଲ୍ଲାରୁ ଆସିଛି ସରକାରୀ ବାବୁଙ୍କ ଦାଦାଗିରିର ଖବର । ହରିଶଙ୍କରରେ ଫାଇଭ-ଟି ଅଧିନରେ ଚାଲିଥିବା ବିଭିନ୍ନ କାମର ତଦାରଖ କରିବାକୁ ପହଞ୍ଚିଥିଲେ ପିଡବ୍ଲୁଡି ଏସଡିଓ ଶ୍ରୀଧର ଦାସ ।

ଚଙ୍ଗରିଆ ପଂଚାୟତର ସରପଞ୍ଚ ସୁଶିଲ ଗୁରୁ ପହଞ୍ଚି ନିମ୍ନମାନର କାମ ଚାଲିଥିବା ଅଭିଯୋଗ ଆଣିଥିଲେ । ଏହି କଥା ଶୁଣି ସରପଞ୍ଚଙ୍କୁ ମାଡି ବସି ନିସ୍ତୁକ ମାଡ ମାରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com