ରାଜନୀତି

ବିରୋଧୀଙ୍କୁ ସାଇବେରିଆନ ପକ୍ଷୀ କହିଲା ବିଜେଡି

ବିରୋଧୀଙ୍କୁ ସାଇବେରିଆନ ପକ୍ଷୀ କହିଲା ବିଜେଡି। ଲୋକଙ୍କ ସହ ବିରୋଧୀଙ୍କର କୌଣସି ସମ୍ପର୍କ ନାହିଁ। ନିର୍ବାଚନ ବେଳେ ସାଇବେରିଆନ ପକ୍ଷୀ ଭଳି ଆସନ୍ତି ପୁଣି ଉଡ଼ି ଯାଆନ୍ତି ବୋଲି ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି।

ବିଜେଡି ଲୋକଙ୍କ ସହ ରହିଛି। ମୁଖ୍ୟମନ୍ତ୍ରୀଙ୍କୁ ଲୋକେ ଆଦରି ନେଇଛନ୍ତି। ବିରୋଧୀ ଯେତେ ସମାଲୋଚନା କଲେ ବି ବିଜେଡି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି ଅମର ଶତପଥୀ ।

Related Articles

Back to top button
WP Twitter Auto Publish Powered By : XYZScripts.com