ଓଡ଼ିଶା

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ ମନୋରମା ମହାନ୍ତି

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ଯୋଗ ଦେଇଛନ୍ତି ଜଣେ ନୂଆ ନିର୍ଦ୍ଦେଶକ । ନୂଆ ନିର୍ଦ୍ଦେଶକ ଭାବରେ ମନୋରମା ମହାନ୍ତିଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଏହାପୂର୍ବରୁ ସେ ଅହମ୍ମଦାବାଦ ପାଣିପାଗ କେନ୍ଦ୍ରରେ ନିର୍ଦ୍ଦେଶକର ଦାୟିତ୍ୱ ତୁଲାଇ ସାରିଛନ୍ତି ।

ତେବେ ଏହାସହିତ କୋଲକାତାକୁ ବଦଳି ହୋଇ ଯାଇଛନ୍ତିତ ଏଚଆର ବିଶ୍ୱାସ । ଆରଏମସି କୋଲକାତାରେ ନୂଆ ନିର୍ଦ୍ଦେଶକ ଭାବରେ ନିଯୁକ୍ତି ପାଇଁ ବଦଳି ହୋଇଛନ୍ତି ଏଚଆର ବିଶ୍ୱାସ ।

Related Articles

Back to top button
WP Twitter Auto Publish Powered By : XYZScripts.com