ଅନ୍ତର୍ଜାତୀୟ

ଚୀନ ସଂସଦରୁ ପିପୁଲ୍ସ ଲିବରେସନ୍ ଆର୍ମିର ୯ ବରିଷ୍ଠ ଜେନେରାଲଙ୍କୁ ବରଖାସ୍ତ କରାଯାଇଛି

ଚୀନ ସଂସଦରୁ ପିପୁଲ୍ସ ଲିବରେସନ୍ ଆର୍ମିର ୯ ବରିଷ୍ଠ ଜେନେରାଲଙ୍କୁ ବରଖାସ୍ତ କରାଯାଇଛି । ଯେଉଁଥିରେ ରକେଟ୍ ଫୋର୍ସର ବରିଷ୍ଠ ଅଧିକାରୀମାନେ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି ।

ଏନପିସି ପୂର୍ବତନ ନୌସେନା କମାଣ୍ଡର ଜେନେରାଲ ଡୋଙ୍ଗ ଜୁଙ୍ଗଙ୍କୁ ନୂତନ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ନିଯୁକ୍ତ କରିବା ପରେ ଏହି ଅଧିକାରୀମାନଙ୍କୁ ବରଖାସ୍ତ କରାଯାଇଛି । ଜେନେରାଲ ଲି ଶାଙ୍ଗଫୁ ବହିଷ୍କାର ହେବାର ଦୁଇ ମାସ ପରେ ବିନା କୌଣସି ସ୍ପଷ୍ଟୀକରଣରେ ଏହି ଅଧିକାରୀ ମାନଙ୍କୁ ବହିଷ୍କାର କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com