ମନୋରଞ୍ଜନ

ମୁମ୍ବାଇରେ ଥିବା ତାଙ୍କ ସମ୍ପତ୍ତି ଭଡ଼ାରୁ ପ୍ରତିବର୍ଷ ୨କୋଟିରୁ ଅଧିକ ରୋଜଗାର କରନ୍ତି

ଅମିତାଭ ବଚ୍ଚନ କେବଳ ମୁମ୍ବାଇରେ ଥିବା ତାଙ୍କ ସମ୍ପତ୍ତି ଭଡ଼ାରୁ ପ୍ରତିବର୍ଷ ୨କୋଟିରୁ ଅଧିକ ରୋଜଗାର କରନ୍ତି। ଇକୋନୋମିକ ଟାଇମ୍ସ ଏବଂ ମନି କଣ୍ଟ୍ରୋଲର ରିପୋର୍ଟ ଅନୁଯାୟୀ ଅମିତାଭ ବଚ୍ଚନ ମୁମ୍ବାଇର ଓଶିୱାରା ଜିଲାରେ ଥିବା ତାଙ୍କର ୪ଟି ବ୍ୟବସାୟିକ ସମ୍ପତ୍ତି ୱାର୍ଣ୍ଣର ମ୍ୟୁଜିକ ଇଣ୍ଡିଆ ଲିମିଟେଡକୁ ୫ବର୍ଷ ପାଇଁ ଲିଜ ଦେଇଛନ୍ତି। ଏହି ସମ୍ପତ୍ତି ୧୦ ହଜାର ବର୍ଗଫୁଟ ଉପରେ ବିସ୍ତାର ହୋଇଛି ।

ସୁପରଷ୍ଟାର ଅଗଷ୍ଟ ୨୦୨୩ରେ ଏହି ଚାରୋଟି ସମ୍ପତ୍ତି କ୍ରୟ କରିଥିଲେ।

Related Articles

Back to top button