ଅନ୍ତର୍ଜାତୀୟ
ଶିଖ ଫର ଜଷ୍ଟିସ ପ୍ରତିଷ୍ଠାତା ଗୁରୁପତଓ୍ବନ୍ତ ସିଂ ପନ୍ନୁ ପୁଣି ଥରେ ଭାରତକୁ ଧମକ ଦେଇଛନ୍ତି
ଆମେରିକାରେ ବସିଥିବା ବିଚ୍ଛିନ୍ନତାବାଦୀ ତଥା ଶିଖ ଫର ଜଷ୍ଟିସ ପ୍ରତିଷ୍ଠାତା ଗୁରୁପତଓ୍ବନ୍ତ ସିଂ ପନ୍ନୁ ପୁଣି ଥରେ ଭାରତକୁ ଧମକ ଦେଇଛନ୍ତି। ସେ ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ଟାର୍ଗେଟ କରି ଭାରତର ଅର୍ଥନୈତିକ ବିନାଶ ପାଇଁ ଏକ ଉତ୍ତେଜନାମୂଳକ ଆହ୍ବାନ ଦେଇଛନ୍ତି।
ଏଥିପାଇଁ ସେ ମୁମ୍ବାଇରେ ସିରିଏଲ ବିସ୍ଫୋରଣର ବାର୍ଷିକୀ ଅର୍ଥାତ ମାର୍ଚ୍ଚ ୧୨ କୁ ବାଛିଛନ୍ତି। ଏହି ଦିନ ବିଏସଇ ବିଲ୍ଡିଂ ସମେତ ଅନେକ ସ୍ଥାନକୁ ଟାର୍ଗେଟ କରାଯିବ ବୋଲି ସେ ଧମକ ଦେଇଛନ୍ତି।