ଜାତୀୟ

ରାଜ୍ୟ ସରକାର ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ଗଠନ କରିବେ ବୋଲି ଜଣାପଡିଛି

ରାଜ୍ୟ ସରକାର ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ଗଠନ କରିବେ ବୋଲି ଜଣାପଡିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଷୋଡଶତମ ଅର୍ଥ ଆୟୋଗ ଗଠନ ନେଇ ବିଜ୍ଞପ୍ତି ଜାରି ହେବା ପରେ ରାଜ୍ୟ ସରକାର ରାଜ୍ୟ ଅର୍ଥ ଆୟୋଗ ଗଠନ କରିବା ଲାଗି ନିଷ୍ପତ୍ତି ନେଉଛନ୍ତି ।

ସୂଚନାଯୋଗ୍ୟ, ୨୦୦୦ରୁ ୨୦୦୫ ମଧ୍ୟରେ ରାଜ୍ୟର ପ୍ରଥମ ଅର୍ଥ ଆୟୋଗ ଗଠନ କରାଯାଇଥିଲା । ରାଜ୍ୟର ପ୍ରଥମ ଅର୍ଥ ଆୟୋଗ ରିପୋର୍ଟ ୧୯୯୮ ମସିହା ଡିସେମ୍ବର ୧୨ ତାରିଖରେ ଦାଖଲ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com