ଓଡ଼ିଶା

୧୦୬ ସ୍କୁଲକୁ ମିଳିଲା ପଟ୍ଟା

୧୦୬ ସ୍କୁଲକୁ ମିଳିଲା ପଟ୍ଟା । ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ୧୦୬ଟି ସରକାରୀ ସ୍କୁଲକୁ ପ୍ରାଥମିକ ପର୍ଯ୍ୟାୟରେ ପଟ୍ଟା ବଣ୍ଟନ କରାଯାଇଛି ।

ଦୀଘ ବର୍ଷ ହେବ ଅନେକ ସ୍କୁଲର ନିଜସ୍ୱ ପଟ୍ଟା ନଥିବା ହେତୁ ସେମାନେ ଅଧିକାଂଶ ଅନୁଦାନରୁ ବଞ୍ଚିତ ହେଉଥିଲେ ବୋଲି କହିଛନ୍ତି ଶିକ୍ଷୟିତ୍ରୀ । ଏବେ ପଟ୍ଟା ମିଳିବା ସ୍କୁଲକୁ ତାର ନିଜସ୍ୱ ପରିଚୟ ମିଳିଗଲା ବୋଲି କହିଛନ୍ତି । ଏହି ଅବସରରେ ଭୁବନେଶ୍ୱରର ୩ ବିଧାୟକଙ୍କ ସମେତ ଭୁବନେଶ୍ୱର ମେୟର ସମସ୍ତ ସ୍କୁଲକୁ ପଟ୍ଟା ହସ୍ତାନ୍ତର କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com