ଓଡ଼ିଶା

ରାଜ୍ୟରେ ୧୩୭୫ଟି ପିଜିଟି ଶିକ୍ଷକ ପଦବୀ ଫାଙ୍କା ପଡ଼ିଛି

ରାଜ୍ୟରେ ୧୩୭୫ଟି ପିଜିଟି (Post Graduate Teacher) ଶିକ୍ଷକ ପଦବୀ ଫାଙ୍କା ପଡ଼ିଛି। ଏଥିନିମନ୍ତେ ରାଜ୍ୟ ସରକାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଏହା ବର୍ତ୍ତମାନ ଚାଲୁ ରହୁଛି। ଆବେଦନର ଶେଷ ତାରିଖ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି।

ଇଚ୍ଛୁକ ପ୍ରାର୍ଥୀ ଓପିଏସ୍‌ସିର ଅଫିସିଆଲ ୱେବସାଇଟ www.opsc.gov.in.ରେ ଏହି ଆବେଦନ କରି ପାରିବେ। ସମୁଦାୟ ପଦବୀ ସଂଖ୍ୟା-୧୩୭୫ ଥିବାବେଳେ
ମହିଳା ସଂରକ୍ଷଣ ପଦ -୪୬୧ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com