ଓଡ଼ିଶା
ରାଜସ୍ବ ଆଦାୟ ନେଇ ବିଏମସିର କଡ଼ା ଆଭିମୂଖ୍ୟ
![](https://i0.wp.com/odia.mobilenews24x7.com/wp-content/uploads/2024/01/bmc-7.jpg?resize=780%2C470&ssl=1)
ରାଜସ୍ବ ଆଦାୟ ନେଇ ବିଏମସିର କଡ଼ା ଆଭିମୂଖ୍ୟ । ସମୟରେ ହୋଲଡିଂ, କମର୍ସିଆଲ ହୋଲଡିଂ ଟ୍ୟାକ୍ସ ନଦେଲେ କାର୍ଯ୍ୟାନିୁଷ୍ଠାନ । ଖୁବଶୀଘ୍ର ସଚେତନ ପାଇଁ ବୁଲୁବ ରାଜସ୍ବ ରଥ ।
ଭୁବନେଶ୍ବରରେ ବାସଗୃହ ନିର୍ମାଣ କରି ଯେଉଁମାନେ ହୋଲଡିଂ ଟ୍ୟାକ୍ସ, ବାଣିଜ୍ୟ ଟ୍ୟାକ୍ସ, ଟ୍ରେଡ ଲାଇସେନ୍ସ ଟ୍ୟାକ୍ସ ଦେଉ ନାହାନ୍ତି ସେମାନଙ୍କ ବିରୋଧରେ କଡ଼ା ଆଭିମୂଖ୍ୟ ଗ୍ରହଣ କରିବ ବିଏମସି । ଏସବୁ ଘର ଗୁଡିକ ମାପି କମର୍ସିଆଲ ହୋଲଡିଂ ଟ୍ୟାକ୍ସ ଆଦାୟ କରିବ ବିଏମସି ।