ଜାତୀୟ
କ୍ୟାନସର୍ ରୋଗ ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି
କ୍ୟାନସର୍ ଏପରି ଏକ ମାରାତ୍ମକ ରୋଗ, ଯାହାଦ୍ୱାରା ସାରା ବିଶ୍ୱରେ ପ୍ରତିଦିନ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟାଇଥାଏ। କ୍ୟାନସର୍ ରୋଗ ଭାରତରେ ଏହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି।
ଏସିଆ ମହାଦେଶରେ ଚାଇନା ପରେ ଭାରତରେ ସର୍ବାଧିକ କ୍ୟାନସର୍ ରୋଗୀ ଅଛନ୍ତି। ଦି ଲାନସେଟ ସାଉଥ୍ଇଷ୍ଟ ଏସିଆ ମାଗାଜିନ୍ର ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୧୯ରେ ଭାରତରେ ୧୨ ଲକ୍ଷ ନୂତନ କ୍ୟାନସର୍ ରୋଗ ଦେଖିବାକୁ ମିଳିଥିଲା। ସେହି ବର୍ଷ ୯.୩ ଲକ୍ଷ ରୋଗୀ କ୍ୟାନସର୍ ରୋଗରେ ମୃତ୍ୟୁ ବରଣ କରିଥିଲେ।