ଜାତୀୟ

ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାରମାନେ ଫିଲ୍ମ ବ୍ୟତିତ ରାଜନୀତିରେ ମଧ୍ୟ ରୁଚି ରଖିବାର ନଜିର ରହିଛି

ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାରମାନେ ଫିଲ୍ମ ବ୍ୟତିତ ରାଜନୀତିରେ ମଧ୍ୟ ରୁଚି ରଖିବାର ନଜିର ରହିଛି। ଅନେକ ଅଭିନେତା ଏଭଳି ଅଛନ୍ତି ଯେଉଁମାନେ ଫିଲ୍ମ କରିବା ପରେ ରାଜନୀତିରେ ସକ୍ରିୟ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ କିଛି ମୁଖ୍ୟମନ୍ତ୍ରୀ ପଦରେ ମଧ୍ୟ ବସିଛନ୍ତି। ଏହି କ୍ରମରେ ଏବେ ଜଣେ ଦକ୍ଷିଣ ଭାରତର ଯୁବ ଅଭିନେତା ରାଜନୀତିକୁ ଆସିବାର ସଙ୍କେତ ଦେଇଛନ୍ତି। ସେ ହେଲେ ବିଜୟ ଥଲାପତି।

Related Articles

Back to top button
WP Twitter Auto Publish Powered By : XYZScripts.com