ଜାତୀୟ

ଗୌତମ ଅଦାନୀଙ୍କ ଅଦାନୀ ଗ୍ରୁପ କିଛି ଦିନ ହେଲାଣି ନିଜ ଋଣକୁ କମ କରିଦେଇଛି

ଗୌତମ ଅଦାନୀଙ୍କ ଅଦାନୀ ଗ୍ରୁପ କିଛି ଦିନ ହେଲାଣି ନିଜ ଋଣକୁ କମ କରିଦେଇଛି । ଋଣ ପରିଶୋଧ ବୃଦ୍ଧି ହେତୁ ଅଦାନୀ ଗ୍ରୁପର ଆର୍ଥିକବସ୍ଥାରେ ଉନ୍ନତି ଘଟିଛି ଏବଂ ପାଞ୍ଚ ବର୍ଷ ମଧ୍ୟରେ ଗ୍ରୁପର ଋଣ ସ୍ତର ସର୍ବନିମ୍ନ ସ୍ତରରେ ପହଁଚିଛି ।

ଏହାରି ମଧ୍ୟରେ ଅଦାନ ଗ୍ରୁପ ମଧ୍ୟପ୍ରଦେଶ ରାଜ୍ୟରେ ମୋଟା ଅଙ୍କରେ ନିବେଶ କରିବାକୁ ଘୋଷଣା କରିଛି । କ୍ରେଡିଟ ପ୍ରୋଫାଇଲ ମୁତାବକ ଅଦାନୀ ଗ୍ରୁପର ଆର୍ଥିକ ସ୍ଥିତି ଗତ ପାଞ୍ଚ ବର୍ଷରେ ସବୁଠାରୁ ଉତ୍ତମ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com