ଜାତୀୟ

ପ୍ରାଣୀ ଚିକିତ୍ସକ ମାନେ ଛୁଟିରେ ରହିଥିବାରୁ ପଶୁ-ପକ୍ଷୀଙ୍କ ଚିକିତ୍ସା ହୋଇପାରୁନାହିଁ

ପ୍ରାଣୀ ଚିକିତ୍ସକ ମାନେ ଛୁଟିରେ ରହିଥିବାରୁ ପଶୁ-ପକ୍ଷୀଙ୍କ ଚିକିତ୍ସା ହୋଇପାରୁନାହିଁ। ଅଧିକାଂଶ ସମୟରେ ଚିକିତ୍ସା ନପାଇ ପଶୁ-ପକ୍ଷୀଙ୍କ ମୃତ୍ୟୁ ଘଟୁଥିବା ଦେଖିବାକୁ ମିଳୁଛି।

କେନ୍ଦ୍ର ସରକାରଙ୍କ ଅଧୀନରେ କାର‌୍ୟ୍ୟରତ ପ୍ରାଣୀ ଚିକିତ୍ସକମାନଙ୍କ ସହ ସମାନ ପଦୋନ୍ନତି ସୁବିଧା, କେନ୍ଦ୍ର ହାରରେ ଏନ୍‌ପିଏ, ରାଜ୍ୟରେ ପ୍ରାଣୀ ଗଣନା ଓ ଜନସାଧାରଣଙ୍କ ଆବଶ୍ୟକତା ଆଧାରରେ ଡାକ୍ତର ପଦବୀ ସୃଷ୍ଟି, ଡାକ୍ତର ନିଯୁକ୍ତି, କ୍ୟାଡ଼ର ପୁନର୍ଗଠନ ଆଦି ଦାବି ନେଇ ପ୍ରାଣୀ ଚିକିତ୍ସା ସେବା ସଂଘ ଦୀର୍ଘଦିନରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com