ଜାତୀୟ

ସଂସଦ ସୁରକ୍ଷା ତ୍ରୁଟି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କର ପଲିଗ୍ରାଫ ଟେଷ୍ଟ କରାଯିବ

ସଂସଦ ସୁରକ୍ଷା ତ୍ରୁଟି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କର ପଲିଗ୍ରାଫ ଟେଷ୍ଟ କରାଯିବ। ତେବେ ସଂସଦର ଅନୁପ୍ରବେଶ ମାଷ୍ଟରମାଇଣ୍ଡ ଲଲିତ ଝା, ମହେଶ କୁମାୱତ ଏବଂ ଅମୋଲ ଶିନ୍ଦେ ପଲିଗ୍ରାଫ ଟେଷ୍ଟ ପାଇଁ ସହମତ ହୋଇଛନ୍ତି।

ଅଭିଯୁକ୍ତ ସାଗର ଶର୍ମା ଏବଂ ମନୋରଂଜନ ଡି ପଲିଗ୍ରାଫ, ନାର୍କୋ ଆନାଲିସିସ ଏବଂ ବ୍ରେନ୍‌ ମ୍ୟାପିଂ ପାଇଁ ସହମତ ହୋଇଥିବାବେଳେ ଅଭିଯୁକ୍ତ ନୀଳମ ଆଜାଦ ପଲିଗ୍ରାଫ ଟେଷ୍ଟ ପାଇଁ ରାଜି ହୋଇନାହାଁନ୍ତି।

Related Articles

Back to top button