ଜାତୀୟ

୧୦ ଫୁଟର ଏଲଅନକୁ ଦେଖିବା ପରେ ମଲରେ ଉପସ୍ଥିତ ଥିବା ଲୋକମାନେ ଭୟଭୀତ ହୋଇ ସେଠାରୁ ଦୌଡ଼ି ପଳାଇବାକୁ ଲାଗିଲେ

ସୋସିଆଲ ମିଡିଆରେ ଏବେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଲୋକମାନେ ଏକ ଶପିଂ ମଲରେ ଏଲିଅନ ଦେଖିବା ପରେ ଭୟରେ ଦୌଡ଼ି ପଳାୟନ କରୁଥିବା ଦେଖାଯାଉଛି।

୧୦ ଫୁଟର ଏଲଅନକୁ ଦେଖିବା ପରେ ମଲରେ ଉପସ୍ଥିତ ଥିବା ଲୋକମାନେ ଭୟଭୀତ ହୋଇ ସେଠାରୁ ଦୌଡ଼ି ପଳାଇବାକୁ ଲାଗିଲେ। ମଲରେ ଏଲିଏନ ଥିବାର ଦାବି କରି ଅନେକ ଭିଡିଓ ଏବଂ ଫଟୋ ଶେୟାର କରାଯାଉଛି, କିନ୍ତୁ ଏହି ଏକ ଗୁଜବ।

Related Articles

Back to top button
WP Twitter Auto Publish Powered By : XYZScripts.com