ଓଡ଼ିଶା

ସାରା ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ତୃତୀୟ ଦିନ

ସାରା ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ତୃତୀୟ ଦିନ । ଆନ୍ଦୋଳନର ପ୍ରଭାବ ସବୁଠି ଦେଖିବାକୁ ମିଳିଛି । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଓମଫେଡ ସେବା ପ୍ରଭାବିତ ହୋଇଛି । ସବୁଠୁ ବଡ଼ କଥା ହେଉଛି ଆସନ୍ତା କାଲି ଅପରାହ୍ନ ସୁଦ୍ଧା ଦେଖାଦେଇପାରେ ପେଟ୍ରୋଲ ସଙ୍କଟ ।

ଏନେଇ ସୂଚନା ଦେଇଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସା. ସଂପାଦକ । ‘ପାନିକ୍ ବାଇଙ୍ଗ ଯୋଗୁଁ କାଲି ଅଧିକ ୨୦% ପେଟ୍ରୋଲ ବିକ୍ରି ହୋଇଛି’ । ‘ଏଭଳି ସ୍ଥିତି ରହିଲେ କାଲି ଅପରାହ୍ନ ସୁଦ୍ଧା ପେଟ୍ରୋଲ, ଡିଜେଲ ସରିଯିବ’ ।

Related Articles

Back to top button
WP Twitter Auto Publish Powered By : XYZScripts.com