ଜାତୀୟ

ମେଡିକାଲ୍ ଛାତ୍ରଛାତ୍ରୀମାନଙ୍କୁ ଛୁଟି ଦେବାକୁ ନିଷ୍ପତ୍ତି ନେଇଛି NMC

ମେଡିକାଲ୍ ଛାତ୍ରଛାତ୍ରୀମାନଙ୍କୁ ଛୁଟି ଦେବାକୁ ନିଷ୍ପତ୍ତି ନେଇଛି NMC। ଏଣିକି ସାପ୍ତାହିକ ଛୁଟି ବ୍ୟତୀତ, କାଜୁଆଲ୍ ଛୁଟି ମଧ୍ୟ ପାଇବେ। ଏହା ଅଧୀନରେ, ସାପ୍ତାହିକ ଛୁଟି ସହିତ, ସେମାନେ ଗୋଟିଏ ବର୍ଷ ମଧ୍ୟରେ ୨୦ଟି କାଜୁଆଲ୍ ଛୁଟି ପାଇବେ।

ଦୀର୍ଘ ଦିନ ଧରି ଡାକ୍ତରଙ୍କ କାର୍ଯ୍ୟ ସମୟ ନିର୍ଣ୍ଣୟ ପାଇଁ ଦାବି ହୋଇଆସୁଛି। ଏହି ନୂଆ ନିଷ୍ପତ୍ତି ପରେ ପିଜି ଡାକ୍ତରୀ ଛାତ୍ରଛାତ୍ରୀମାନେ କାର୍ଯ୍ୟ ସହ ବ୍ୟକ୍ତିଗତ ଜୀବନ ମଧ୍ୟରେ ସମନ୍ୱୟ ରକ୍ଷା କରିପାରିବେ।

Related Articles

Back to top button