ଅନ୍ତର୍ଜାତୀୟ
ଆମେରିକାର ପ୍ରତିରକ୍ଷା ସଚିବ ଲର୍ୟଡ ଅଷ୍ଟିନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି

ଆମେରିକାର ପ୍ରତିରକ୍ଷା ସଚିବ ଲର୍ୟଡ ଅଷ୍ଟିନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପେଣ୍ଟାଗନ ପ୍ରେସ ସେକ୍ରେଟାରୀ ମେଜର ଜେନେରାଲ ପ୍ୟାଟ ରାଇଡର୍ କହିଛନ୍ତି ଯେ ଅସୁସ୍ଥତା ଅନୁଭବ କରିବାରୁ ଓ ଜଟିଳତା ହେତୁ ପ୍ରତିରକ୍ଷା ସଚିବ ଲର୍ୟଡ ଅଷ୍ଟିନ ସୋମବାର ଠାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ଆମେରିକାର ପ୍ରତିରକ୍ଷା ବିଭାଗ ଏହା ପ୍ରଥମ ଥର ନିଶ୍ଚିତ କରିଛି ଯେ ଅଷ୍ଟିନଙ୍କୁ ୱାଲ୍ଟର ରିଡ ନ୍ୟାସନାଲ ମିଲିଟାରୀ ମେଡିକାଲ ସେଣ୍ଟରରେ ଭର୍ତ୍ତି କରାଯାଇଛି।