ଜାତୀୟ
ଭାରତୀୟ କ୍ରିକେଟ୍ ଦଳର ତାରକା ତଥା ୱିକେଟ୍ କିପର ଋଷଭ ପନ୍ତ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଥାନ୍ତି

ଭାରତୀୟ କ୍ରିକେଟ୍ ଦଳର ତାରକା ତଥା ୱିକେଟ୍ କିପର ଋଷଭ ପନ୍ତ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଥାନ୍ତି। ସେ ପ୍ରତିଦିନ କିଛି ନା କିଛି ପୋଷ୍ଟ କରିଥା’ନ୍ତି। ତେବେ ବର୍ତ୍ତମାନ ପନ୍ତଙ୍କ ଘରକୁ ଏକ ବଡ଼ ଖୁସି ଆସିଛି।
ଋଷଭଙ୍କ ଭଉଣୀ ସାକ୍ଷୀ ପନ୍ତ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ତାଙ୍କ ଭଉଣୀଙ୍କ ନିର୍ବନ୍ଧ ସରିଯାଇଛି।