ଅନ୍ତର୍ଜାତୀୟ

କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଭଉଣୀ ଦକ୍ଷିଣ କୋରିଆକୁ ଚେତାବନୀ ଦେଇଛନ୍ତି

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଭଉଣୀ ଦକ୍ଷିଣ କୋରିଆକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି କେହି ଉତ୍ତେଜିତ କରିବାକୁ ଚେଷ୍ଟା କରନ୍ତି ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ନିକଟରେ ଦକ୍ଷିଣ କୋରିଆ ସେନା କହିଛି, ବିବାଦୀୟ ସାମୁଦ୍ରିକ ସୀମା ନିକଟରେ ଉତ୍ତର କୋରିଆ ଦ୍ୱାର ୬୦ରୁ ଅଧିକ ଆର୍ଟିଲିରି ସେଲ୍‌ ଗୁଳି ଚଳାଇଥିଲା। ଏହା ପରେ ପୂର୍ବ ଦିନ ମଧ୍ୟ ୨୦୦ରୁ ଅଧିକ ଗୁଳିମାଡ଼ କରାଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com