ଅନ୍ତର୍ଜାତୀୟ

ପାକିସ୍ତାନରେ ସ୍ବାସ୍ଥ୍ୟ ବ୍ୟବସ୍ଥା କିପରି ଭୁଶୁଡି ପଡିଛି ସେଠାକାର ଶିଶୁଙ୍କ ମୃତ୍ୟୁକୁ ଦେଖିଲେ ସହଜରେ ଆକଳନ କରାଯାଇପାରିବ

ପାକିସ୍ତାନରେ ସ୍ବାସ୍ଥ୍ୟ ବ୍ୟବସ୍ଥା କିପରି ଭୁଶୁଡି ପଡିଛି ସେଠାକାର ଶିଶୁଙ୍କ ମୃତ୍ୟୁକୁ ଦେଖିଲେ ସହଜରେ ଆକଳନ କରାଯାଇପାରିବ। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ପାକିସ୍ତାନରେ ପ୍ରତିଦିନ ପ୍ରାୟ ୭,୦୦୦ ନବଜାତ ଏବଂ ଶିଶୁଙ୍କର ମୃତ୍ୟୁ ହେଉଛି।

ଏଥିମଧ୍ୟରୁ ହାରାହାରି ୧୫୦ ପିଲା ଏମିତି ଅଛନ୍ତି ଯେଉଁମାନେ ଜନ୍ମ ସମୟରେ ଅସ୍ବାଭାବିକତା ହେତୁ ଜୀବନ ହରାନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com