ଅନ୍ତର୍ଜାତୀୟ

ବିଶ୍ୱର ବୃହତ୍ତମ ଅସ୍ଥାୟୀ ଆଇସ୍ ଆଣ୍ଡ୍ ସ୍ନୋ ଥିମ୍ ପାର୍କ ଭାବେ ଚୀନର ହାର୍ବିନ୍ ଆଇସ୍ ସ୍ନୋ ୱାର୍ଲ୍ଡ ଗିନିଜ୍ ବିଶ୍ୱ ରେକର୍ଡ଼ରେ ସ୍ଥାନିତ ହୋଇଛି ।

ବିଶ୍ୱର ବୃହତ୍ତମ ଅସ୍ଥାୟୀ ଆଇସ୍ ଆଣ୍ଡ୍ ସ୍ନୋ ଥିମ୍ ପାର୍କ ଭାବେ ଚୀନର ହାର୍ବିନ୍ ଆଇସ୍ ସ୍ନୋ ୱାର୍ଲ୍ଡ ଗିନିଜ୍ ବିଶ୍ୱ ରେକର୍ଡ଼ରେ ସ୍ଥାନିତ ହୋଇଛି । ୧୯୯୯ରେ ଏହି ଥୀମ ପାର୍କ ନିର୍ମାଣ ହେଲା ପରେ ଲୋକମାନଙ୍କ ପାଇଁ ବରଫ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ।

ତେବେ ୮୭ ଲକ୍ଷରୁ ଉଦ୍ଧ୍ୱର୍ ବର୍ଗ ଫୁଟରେ ପରିବ୍ୟାପ୍ତ ଏହି ପାର୍କର ଲେଟେଷ୍ଟ ଭର୍ସନ୍କୁ ସରକାରୀ ଅନୁମୋଦନ ପ୍ରାପ୍ତ ହୋଇଛି । ଏହି ପାର୍କରେ ୨ ହଜାରରୁ ଅଧିକ ବରଫରେ ନିର୍ମିତ ମୂତ୍ତି ରହିଛି ଯାହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com