ବିଜ୍ଞାନ ଓ ପ୍ରଯୁକ୍ତି

ଏଣିକି ଗୁଗୁଲ ମ୍ୟାପ୍ ଜରିଆରେ ଧରାପଡ଼ିବ ଚୋର

ଏଣିକି ଗୁଗୁଲ ମ୍ୟାପ୍ ଜରିଆରେ ଧରାପଡ଼ିବ ଚୋର । ଟେକ୍ନୋଲୋଜି ସହାୟତାରେ ଚୋର ଏବଂ ସାଇବର ଅପରାଧୀଙ୍କୁ ଧରିବା ପାଇଁ ନକ୍ସା ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।

ଏଥିପାଇଁ ବିଭିନ୍ନ ଟେଲିକମର ସହାୟତା ନେବ ପୋଲିସ । ବିଶେଷ କରି ଜେଲ ଫେରନ୍ତା ଅପରାଧୀଙ୍କ ଉପରେ ତୀକ୍ଷ୍ମ ନଜର ରଖାଯାଉଛି । ପ୍ରତି ଅପରାଧୀଙ୍କୁ ଡିସିପି ମନିଟରିଂ କରିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ର୍ରିୟଦର୍ଶୀ ।

Related Articles

Back to top button
WP Twitter Auto Publish Powered By : XYZScripts.com