Breaking NewsFeaturedବିଜ୍ଞାନ ଓ ପ୍ରଯୁକ୍ତି

ଚନ୍ଦ୍ର ମିଶନରେ ଇସ୍ରୋକୁ ପୁଣି ଏକ ସଫଳତା ମିଳିଛି

ଚନ୍ଦ୍ର ମିଶନରେ ଇସ୍ରୋକୁ ପୁଣି ଏକ ସଫଳତା ମିଳିଛି । ଇସ୍ରୋର ଉଦ୍ୟମ ଫଳରେ, ଚନ୍ଦ୍ରକକ୍ଷରେ ବୁଲୁଥିବା ଚନ୍ଦ୍ରଯାନ-୩ର ପ୍ରୋପଲସନ୍‍ ମଡ୍ୟୁଲକୁ ପୃଥିବୀ କକ୍ଷକୁ ଫେରାଇ ଅଣାଯାଇପାରିଛି ।

ଇସ୍ରୋ ପକ୍ଷରୁ ଏ ନେଇ ଖୁସିବ୍ୟକ୍ତ କରାଯିବା ସହ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ଏ ନେଇ ସୂଚନା ଦିଆଯାଇଛି । ଇସ୍ରୋର ସୂଚନା ମୁତାବକ ଗତ ନଭେମ୍ବର ୧୦ ତାରିଖରେ ପ୍ରୋପଲସନ୍‍ ମଡ୍ୟୁଲ ଚନ୍ଦ୍ରରୁ ପୃଥିବୀକୁ ଫେରିବା ପାଇଁ ଯାତ୍ରା ଆରମ୍ଭ କରିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com