Breaking Newsଅନ୍ତର୍ଜାତୀୟ

୧୪ଟି ରାଜ୍ୟରେ କରୋନା

ଶୀତ ପାଖେଇ ଆସୁଥିବା ବେଳେ ଆମେରିକାର ୧୪ଟି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏଥିପାଇଁ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।

ଦେଶର ସାମଗ୍ରିକ ବୃଦ୍ଧି ୮.୬ ପ୍ରତିଶତରେ ପହଞ୍ଚିଛି। ଯେଉଁଥିରେ ନଭେମ୍ବରରେ ୧୬,୨୩୯ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଉପର ମଧ୍ୟ-ପଶ୍ଚିମ, ଦକ୍ଷିଣ ଆଟଲାଣ୍ଟିକର କିଛି ଅଂଶ ଏବଂ ଦକ୍ଷିଣ ମାଉଣ୍ଟେନ ଅଞ୍ଚଳରେ ଅଧିକ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି। ଥଣ୍ଡା ପାଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥାଏ ବୋଲି ଜଣେ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com