କ୍ରୀଡ଼ା
ଈଶାନ କିଷନ ଓ ବ୍ୟାଟର ଶ୍ରେୟସ ଆୟର ଚଳିତ ଆଫଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି
ୱିକେଟ୍କିପର ଈଶାନ କିଷନ ଓ ବ୍ୟାଟର ଶ୍ରେୟସ ଆୟର ଚଳିତ ଆଫଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି। କିନ୍ତୁ ଉଭୟଙ୍କୁ ବିଶୃଙ୍ଖଳିତ ଆଚରଣ ପାଇଁ ଦଳରେ ସ୍ଥାନ ମିଳି ନଥିବା ଏକ ରିପୋର୍ଟରୁ ଜଣାପଡ଼ିଛି।
ବେଙ୍ଗଲୀ ଖବରକାଗଜ ଆନନ୍ଦବଜାର ପତ୍ରିକା ରିପୋର୍ଟ ଅନୁସାରେ ଈଶାନଙ୍କ ଉପରେ ଚୟନକର୍ତ୍ତାମାନେ ଅଧିକ ଅସନ୍ତୁଷ୍ଟ ଅଛନ୍ତି।