କ୍ରୀଡ଼ା

ଶୁଭମନ ଗିଲ୍ଆ ଇପିଏଲ୍ କ୍ୟାରିୟରର ମାତ୍ର ଚାରି-ପାଞ୍ଚ ବର୍ଷ ମଧ୍ୟରେ ସେ ଜଣେ ଓପନିଂ ବ୍ୟାଟ୍ସମ୍ୟାନ୍

ଶୁଭମନ ଗିଲ୍ଆ ଇପିଏଲ୍ କ୍ୟାରିୟରର ମାତ୍ର ଚାରି-ପାଞ୍ଚ ବର୍ଷ ମଧ୍ୟରେ ସେ ଜଣେ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି।

ଯଦି ତାଙ୍କ ରୋଜଗାର ଓ ସମ୍ପତ୍ତି ବିଷୟରେ କୁହାଯାଏ, ତେବେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ତେବେ ୨୦୨୩ ମସିହାରେ ଶୁଭମନ ଗିଲଙ୍କ ମୋଟ ସମ୍ପତ୍ତି ୩୧ କୋଟିରେ ପହଞ୍ଚିଛି। ତାଙ୍କର ମାସିକ ରୋଜଗାର ବିଷୟରେ କହିବାକୁ ଗଲେ ସେ ମାସକୁ ୬୬,୦୯,୨୮୦ ଟଙ୍କା ରୋଜଗାର କରନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com