କ୍ରୀଡ଼ା

ଆଇପିଏଲ ୨୦୨୪ ଆରମ୍ଭ ହେବାକୁ ପ୍ରାୟ ଏକ ମାସ ବାକି ଅଛି

ଆଇପିଏଲ ୨୦୨୪ ଆରମ୍ଭ ହେବାକୁ ପ୍ରାୟ ଏକ ମାସ ବାକି ଅଛି। ଏହାପୂର୍ବରୁ, ୨୦୨୨ ର ଚାମ୍ପିଅନ୍ ଦଳ ଏବଂ ୨୦୨୩ ରନର୍ ଅପ୍ ଗୁଜରାଟ ଟାଇଟାନ୍ସକୁ ଏକ ବଡ଼ ଝଟକା ଲାଗିଛି।

ପିଟିଆଇ ରିପୋର୍ଟ ଅନୁଯାୟୀ ବାମ ଗୋଡରେ ଆଘାତ ଲାଗିଥିବାରୁ ଶାମି ଆଇପିଏଲ୍ ୨୦୨୪ ସିଜିନ୍ରୁ ସମ୍ପୂର୍ଣ୍ଣ ବାଦ ପଡିଛନ୍ତି। ଆଗକୁ ସେ ବ୍ରିଟେନରେ ଅସ୍ତ୍ରୋପଚାର କରିବେ। ଗତ ବର୍ଷ ଦିନିକିଆ ବିଶ୍ୱକପ ପରଠାରୁ ଶାମିଙ୍କୁ ଆକ୍ସନରେ ଦେଖିବାକୁ ମିଳିନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com